ବୃଦ୍ଧାଙ୍କୁ ହତ୍ୟା!

ବାରଙ୍ଗ,୨୧।୫(ଏସଏସନିୟୂଜ୍)ଆନନ୍ଦବଜାରସ୍ଥିତ ରହୁଥିବା ଘରୁ ଜଣେ ବୁଦ୍ଧାଙ୍କ ମୃତଦେହକୁ ଉଧାର କରିଛି ବାରଙ୍ଗଥାନା ପୋଲିସ। ମହିଳାଙ୍କୁ ରୁଦ୍ଧଘରେ କେହି ପିଟି ପିଟି ବିଭତ୍ସ ଭାବେ ହତ୍ୟାକରିଛି ବୋଲି ଅନୁମାନ କରିଛି ପୋଲିସ।୭୫ ବର୍ଷୀୟା ମୃତ୍ୟୁ ମହିଳା ଜଣକ ହେଲେ ଉତ୍ତମ ବେହେରା।ସେ ତାଙ୍କ ନିଜ ଯାଗାରେ ଦୀର୍ଘଦିନଧରି ଏକୁଟିଆ ରହୁଥିଲେ।ଵୃଦ୍ଧାଙ୍କୁ କିଏ ହତ୍ୟା କରିଛି ଓ କଣ ରହିଛି ଉଦ୍ଦେଶ୍ୟ ତାହା ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ କହିଛି।ପୋଲିସ ସାଇଟିଫିକି ଟିମ ଓ ଡଗ ସ୍କ୍ୱାର୍ଡ ନେଇ ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

- Advertisement -

Leave A Reply

Your email address will not be published.