ବସରେ ଲାଗିଗଲା ନିଆଁ

0 129

ସାକ୍ଷୀଗୋପାଳ,୯।୧(ଏସଏସନିଉଜ)ସାକ୍ଷୀଗୋପାଳମନ୍ଦିର ନିକଟରେ ଆଜି ଏକ ଏକ ୟୁପି୭୫-ଏଟି-୧୭୭୬ନଂ ଯାତ୍ରୀବାହୀ ବସଟିରେ ନିଆଁ ଲାଗିଯାଇଥିଲା ।ବସଟି ଉତରପ୍ରଦେଶରୁ ୫୦ରୁଉର୍ଦ୍ଧ ଯାତ୍ରୀନେଇ ଗଙ୍ଗାସାଗର ବୁଡକୁ ଆସିଥିଲ।।ବସଟି ମନ୍ଦିର ନିକଟରେ ଥୁଆହୋଇଥିବାବେଳେହଠାତ ଜଳିଉଠିଥିଲା ।ଯଦିଓ କେହି ମୃତାହାତ ହୋଇନାହାନ୍ତି ତଥାପି ଯାତ୍ରୀମାନଙ୍କର କିଛିଆସବାସପତ୍ର ଓ ଟଙ୍କାପଇସା ଜଳିଯାଇଥିବାର ଜଣାପଡିଛି ।ଖବରପାଇ ଦମକଳ ଆସି ନିଆଁକୁ ଆୟତ କରିଥିଲା ।ନିଆଁ ଲାଗିବାର ପକୃତ କାରଣ ଜଣାପଡିନଥିବାବେଳେ ବେଟାରିରୁ ସର୍ଟସର୍କିଟ ଯୋଗୁ ଏପରି ହୋଇଥିବାର ଅନୁମାନ କରାଯାଉଛି ।

 

Leave A Reply

Your email address will not be published.