ବୀରତ୍ୱ ଦେଖାଇଲା ଭାରତୀୟ ସେନା

0 135

ଭୁବନେଶ୍ୱର,୧୩/୧୨(ଏସଏସ ନିଉଜ)ଅରୁଣାଚଳ ତୱାଙ୍ଗରେ ଭାରତ-ଚୀନ ସେନା ମୁହାଁମୁହିଁ ପ୍ରସଙ୍ଗରେ ସଂସଦରେ ବିବୃତି ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। କହିଛନ୍ତି ବୀରତ୍ୱ ଦେଖାଇଲା ଭାରତୀୟ ସେନା। ଚୀନ ସେନାକୁ ପଛକୁ ହଟିବାକୁ ବାଧ୍ୟ କଲା। ଉଭୟ ପକ୍ଷର ଏକାଧିକ ଆହତ ହୋଇଥିଲେ ମଧ୍ୟ ସମସ୍ତ ଭାରତୀୟ ଯବାନ ସୁରକ୍ଷିତ ବୋଲି କହିଛନ୍ତି।

Leave A Reply

Your email address will not be published.