ରାଜପଥ କଡ଼ରୁ ମିଳିଲା ଗଳିତଶବ

0 139

କୋରାପୁଟ,୧୩/୧୨(ଏସ ଏସ ନିଉଜ)ଜାତୀୟ ରାଜପଥ କଡ଼ରୁ ଏକ ଯୁବକଙ୍କ ଗଳିତ ଶବ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ପୁରୁଣା କୋରାପୁଟ ଅଞ୍ଚଳର ଅଭିଷେକ ମାଝି । ସେ ଗତ୪ଦିନ ହେଲା ନିଖୋଜ ଥିଲେ । ଏହା ହତ୍ୟା କି ଆତ୍ମହତ୍ୟା ତାହା ଅଦ୍ୟାବଧି ଜଣାପଡିନି ।

Leave A Reply

Your email address will not be published.