କାର୍‌ ହେଲା ଛିନ୍‌ଛତ୍ର

0 108

କେନ୍ଦ୍ରାପଡ଼ା,୫।୧୦(ଏସଏସନିଉଜ)ରାସ୍ତାରେ ଶୁଖା ଯାଇଥିବା ବାଣଗଦାରେ ଚଢିଗଲା କାର୍। ବିସ୍ଫୋରଣରେ କାର୍‌ର ବ୍ୟାପକ କ୍ଷତି ହୋଇଥିଲା।ଏଥିରେ ଚାଳକ ସାମାନ୍ୟ ଆହତ ହୋଇଛନ୍ତି।
ଭରତପୁର ପଞ୍ଚାୟତ ଖଣ୍ଡିଆବନ୍ଧ ଗାଁରାସ୍ତାରେ ଏହି ଅଘଟଣ ଘଟିଛି।ପ୍ରଚଣ୍ଡ ଶବ୍ଧରେ ଗାଁ ସ୍ତମ୍ଭିଭୂତ ହୋଇଯାଇଛି।

Leave A Reply

Your email address will not be published.