Browsing Category

ଅପରାଧ

୫ଦାଦନ ଶ୍ରମିକକୁ ଉଦ୍ଧାରକଲା ପୋଲିସ

ଖପ୍ରାଖୋଲ,୨୯/୧୦(ଏସଏସ ନିଉଜ)ଖପ୍ରାଖୋଲ ଥାନା ପୁଲିସ ଚଢ଼ଉ କରି ମୋଟର ସାଇକେଲ ରେ ଚାଲାଣ ହେଉଥିବା ୫ ଜଣ ଦାଦନ ଶ୍ରମିକକୁ ଉଦ୍ଧାର କରିବା ସହ ଜଣେ ଦଳାଲ ସାନ ଉଡ଼େନ୍ ଗାଁର…
Read More...

ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର,୨୮/୧୦(ଏସଏସ ନିଉଜ) ଭିଜିଲାନ୍ସ ଜାଲରେ RWSS ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ଦାସ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍।ଏକକାଳୀନ ୬ଟି…
Read More...

ନମୁନା ଗଲ ଓୟୁଏଟି

ଅନୁଗୋଳ, ୨୭/୧୦(ଏସଏସନିଉଜ)ସାତକୋଶିଆ ବନ୍ୟପ୍ରାଣୀ ପମ୍ପାସରରେଞ୍ଜ ଜଗନ୍ନାଥପୁର ବିଟ୍‌ରେ ଶାବକସହ କଲରାପତରିଆ ବାଘର ମୃତଦେହ ଠାବ ହୋଇଛି । ୧୦ରୁ୧୨ଦିନ ତଳୁ ଉଭୟଙ୍କ…
Read More...

ଥାନାରେ ଅଭିଯୋଗ

ଭୁବନେଶ୍ୱର,୨୭/୧୦(ଏସଏସନିଉଜ) ସୂର‌୍ୟ୍ୟପରାଗରେ ହେତୁବାଦୀ ଚିକେନ୍ ବିରିୟାନୀ ଖାଇବା ଘଟଣାରେ ଦୁଇ ହେତୁବାଦୀ ଦେବେନ୍ଦ୍ର ସୂତାର ଓ ପ୍ରତାପ ରଥଙ୍କ ନାଁରେ କଟକ…
Read More...

ଅର୍ଚ୍ଚନା ମାମଲାର ତଦନ୍ତ କରିବ ଇଡି

ଭୁୁବନେଶ୍ୱର,୨୭/୧୦(ଏସଏସନିଉଜ) ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଘଟଣାରେ କମିଶନରେଟ ପୋଲିସ ଠାରୁ ୠଓଜ କପି ନେଲା ଋଊ । ଗତକାଲି ପୋଲିସ ଠାରୁ ୠଓଜ କପି ନେଇଥିବା…
Read More...

ମନ୍ତ୍ରୀଙ୍କୁ ଦେଖାଇଲେ କଳାପତାକା

ଭୁୁବନେଶ୍ୱର,୨୭/୧୦(ଏସଏସନିଉଜ) ଦୁଇ ମନ୍ତ୍ରୀଙ୍କୁ କଳାପତାକା ଦେଖାଇଲେ ଯୁବ କଂଗ୍ରେସ କର୍ମୀ। ଆଠଗଡ଼ ବସ୍‌ଷ୍ଟାଣ୍ଡ ଉଦଘାଟନ ପାଇଁ ଗଲା ବେଳେ ମନ୍ତ୍ରୀ ଊଷା ଦେବୀ ଓ…
Read More...