ଛୁଆକୁ ବଞ୍ଚାଇବାକୁଯାଇ ଜଳିଗଲା ମାଆ

0 33

କାମାକ୍ଷାନଗର , ୧୩ା୧(ଏସଏସନିଉଜ)ଛୁଆକୁ ବଞ୍ଚାଇବାକୁ ଯାଇ ଜଳିଯାଇଛି ମାଆାଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଚୁଲିରେ ପାଣି ଗରମ କରୁଥିବା ବେଳେ ନିଆଁ ଲାଗି ମାଆ ଗୁରୁତର ଆହତ ହୋଇଥିଲେ ।ଭୁବନଥାନା କୃଷ୍ଣପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି ।ଚୁଲିରେ ପାଣି ଗରମ କରୁଥିବା ବେଳେ ଛୁଆ ପଡ଼ିଯାଇଥାଆନ୍ତା ।ଛୁଆକୁ ଟାଣି ଆଣୁଥିବା ବେଳେ ଶାଢ଼ିରେ ନିଆଁଲାଗିଯିବାରୁ ଜଳିଯାଇଥିଲେ ।ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରୁ ଢେଙ୍କାନାଳକୁ ସ୍ଥାନାନ୍ତର କରାଯାଇଥିବାର ଜଣାପଡିଛି ।

Leave A Reply

Your email address will not be published.