ଗଛରେ ଝୁଲୁଛନ୍ତି ପ୍ରେମୀଯୁଗଳ

0 35

ଲକ୍ଷ୍ମୀପୁର,୧୩ା୧(ଏସଏସନିଉଜ) ଗଛରୁ ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛିାଦଶମନ୍ତପୁର ଥାନା ଝଡ଼ିପାଇ ଗାଁର ଆମ୍ବତୋଟାରୁ ମୃତଦେହ ଉଦ୍ଧାର ହୋଇଥିବାବେଳେ ଯୁବତୀଙ୍କ ଓଢଣୀରେ ଝୁଲୁଛି ଦୁଇମୃତଦେହ । ମୃତକଦ୍ୱୟ ଝଡ଼ିପାଇ ଗାଁର ବୋଲି ଜଣାପଡିଥିବାବେଳେ ଦୁଇ ଯୁବକଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବାର ସୂଚନା ମିଳିଛି ।ବିବାହ ଲାଗି ପରିବାର ଲୋକେ ରାଜି ନହେବାରୁ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି ।

Leave A Reply

Your email address will not be published.