ଚିକିତ୍ସାଳୟରେ ନକଲି ଡାକ୍ତର

0 161

ଭଦ୍ରକ,୧।୨(ଏସଏସନିଉଜ)ନିଜକୁ ନୂତନ ଭାବେ ନିଯୁକ୍ତି ପାଇଥିବା ଡାକ୍ତରର ପରିଚୟ ଦେଇ ଭଦ୍ରକଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଯୁବକ ମହିଳା ଓ ପ୍ରସୂତି ବିଭାଗରେ ପ୍ରବେଶ କରିଥିଲେ ।କିଛି ସମୟପରେ ସନ୍ଦେହ ହେବାରୁ ପଚରାଉଚରା କରିବାରୁ ଧରା ପଡ଼ିଥିଲେ ନକଲି ଡାକ୍ତର। ଜନସାଧାରଣ ନକଲି ଡାକ୍ତର ବାବୁଙ୍କୁ ସେବା ଦେବା ପରେ ପୋଲିସ ପହଁଚି ନିଜ ହେପାଜତକୁ ନେଇଛି।

Leave A Reply

Your email address will not be published.