ଚିମିନି ବିସ୍ଫୋରଣନେଲା ୭ଶ୍ରମିକଙ୍କ ଜୀବନ

0 196

ଭୁବନେଶ୍ୱର,୨୪ା୧୨(ଏସଏସନିଉଜ) ଚିମିନି ବିସ୍ଫୋରଣ ଘଟି ୭ଶ୍ରମିକ ମୃତ୍ୟୁବରଣ କରିଛନ୍ତି ।ଏହାସହ ଅନେକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି ।ବିହାରର ମୋତିହାରିରେ ଚାଲିଥିବା ଇଟାଭାଟିରେ ଚିମିନି ବିସ୍ଫୋରଣ ଘଟିଛି ।ମୋତିହାରିର ରାମଗରହ୍ବାଥାନା ନାରିରଗି ଅଞ୍ଚଳରେ ବିସ୍ଫୋରଣ ଘାଟି ଆଖପାଖରେ ଶ୍ରମିକ ଶିବିର ଥିବାରୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଇଛି । କିଛି ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତିକରାଯାଇଥିବାବେଳେ ଅନେକ ଫସିଥିବା ଆଶଙ୍କା କରାଯାଇଛି । ,ଖବରପାଇ SDRF ଓ ପୋଲିସ ଘଟଣାସ୍ଥଳରେ ପହଁଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.