ଚଢାଇଦେଲା ମୋ ବସ

0 222

ଭୁବନେଶ୍ୱର,୨୪ା୧୨(ଏସଏସନିଉଜ) ସ୍କୁଲଛାତ୍ରୀଙ୍କ ଉପରେ ଚଢାଇଦେଲା ମୋ ବସ ।ଖଣ୍ଡଗିରି ଜାଗମରା ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା ।ଛାତ୍ରୀଙ୍କୁ ମୃତ୍ୟୁ ମୁଖରୁ ପ୍ରଦୀପ ସେବା ଟ୍ରଷ୍ଟର ମୁଖ୍ୟ ବଞ୍ଚାଇବାସହ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରାଇଛନ୍ତି । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନାଦେଖାଦେଇଥିବାବେଳେ ଖବରପାଇ ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାଶୁଝା କରୁଛନ୍ତି ।

Leave A Reply

Your email address will not be published.