ମେଣ୍ଢାଶାଳରେ ମାଗଣା ସ୍ୱାସ୍ଥ୍ୟପରୀକ୍ଷା ଶିବିର

0 155

ମେଣ୍ଢାଶାଳ ,୨୪ା୧୨(ଏସଏସନିଉଜ)ମେଣ୍ଢାଶାଳ ଗ୍ରାମପଂଚୟତ ମାଧ୍ୟମରେ ରାଜୀବ ସେବାକେନ୍ଦ୍ର ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟପରୀକ୍ଷା ଶିବିର ଶନିବାରଦିନ ଅନୁଷ୍ଠିତ ହୋଇଯାଇଛ଼ି ।ଚନ୍ଦକାସ୍ଥିତ ଇଷ୍ଟିଚ୍ୟୁଟ ଅଫହେଲ୍‌ଥ ସାଇନ୍ସ ସଂସ୍ଥାଆନୁକୁଲ୍ୟରେ ଅନୁଷ୍ଠିତ ଏହି ଶିବିରରେ ଫିଜିଓଥରାପି, ଅଡଡିଓଲୋଜି, ଆଣ୍ଠୁଗଣ୍ଠି ବାତ, ଗଳା,ମୁଣ୍ଡବୁଲା ଓବଧିରମାନଙ୍କର ସ୍ୱାସ୍ଥ୍ୟପରୀକ୍ଷା କରାଯାଇଥିଲା ।ଡ.ଶୁଭସ୍ମିତାସାହୁଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ଶିବିରରେ ଡ.ବିବେକ କୁମାର,ରାମକୃଷ୍ନ ପଟ୍ଟନାୟକ. ରାଜଶ୍ରୀସାମଲ, ମନୋଜକୁମାରସିଂଙ୍କ ସମେତ୧୧ଜଣ ଚିକିସ୍‌କ ଉପସ୍ଥିତରହି ୬୦ଜଣ ରୋଗୀଙ୍କର ପରୀକ୍ଷା କରିଥିଲେ ।ସରପଂଚ କୈାଶଲ୍ୟାବଳିୟାରସିଂହ ଏହିଶିବିରକୁ ଆନୁଷ୍ଠାନିକଭାବେ ଉଦ୍‌ଘାଟନ କରିଥିଲେ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.