ସମୁଦ୍ରରେ ଓଲଟିଲା ଡଙ୍ଗା

0 195

ପାରାଦୀପ ,୨୪ା୧୨(ଏସଏସନିଉଜ) ସମୁଦ୍ରରେ ଡଙ୍ଗା ଓଲଟି ୫ ମତ୍ସ୍ୟଜୀବୀ ଗୁରୁତର ହୋଇଛନ୍ତି ।ଗୁରୁତରମାନଙ୍କୁ ଚିକିସ୍‌ାପାଇଁ ଅଠରବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଡଙ୍ଗା ଓଲଟିବା ପରେ ଲହଡିରେ ଭାସି ଆସି ପଥର ଚଟାଣରେ ଧକ୍କା ହୋଇଥିଲା । ମାଡ଼ ଯୋଗୁ ମତ୍ସ୍ୟଜୀବୀଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଥିବାର ଜଣାପଡିଛି ।

Leave A Reply

Your email address will not be published.