ଚିନ୍ତାବଢାଇଲା ସ୍କ୍ରବ୍ ଟାଇଫସ୍‌

0 116

ସୁନ୍ଦରଗଡ଼, ୨୩ା୯(ଏସଏସନିଉଜ) ପୁଣି ସୁନ୍ଦରଗଡ଼ରେ ୧୦ନୂଆ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହୋଇଥିବାର ଜଣାଯାଇଛି। ରାଜ୍ୟରେସର୍ବାଧିକ ସୁନ୍ଦରଗଡ଼ରେ୨୨୧ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହୋଇଥିବାର ଜିଲ୍ଲା ସ୍ବାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାକୁ ଲାଗିଥିବା ବେଳେ ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ପାଇଁ ଚିନ୍ତା ବଢାଇଛି।ତେବେ ସଂକ୍ରମଣ ରୋକିବାପାଇଁ ଜିଲ୍ଲା ସ୍ଵାସ୍ଥ୍ୟବିଭାଗପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଇବାପାଇଁ ବିଭିନ୍ନପଦକ୍ଷେପ ନିଅ।ଯାଉଥିବା ନେଇ ସୂଚନା ଦିଆଯାଇଛି ।

 

Leave A Reply

Your email address will not be published.