କମିଶନରେଟ୍ ପୋଲିସ ଆରମ୍ଭ କଲା ୨ଟି ଆପ୍

0 171

ଭୁବନେଶ୍ୱର,୧୭/୬(ଏସ ଏସ ନିୟୁଜ)କମିଶନରେଟ୍ ପୋଲିସ ପକ୍ଷରୁ ଆରମ୍ଭ ହେଲା ୨ଟି ଆପ୍ । ଚୋରଙ୍କ ସମ୍ପର୍କରେ ତଥ୍ୟ ଦେବ ‘କୁଣ୍ଡଳି’ ଆପ୍ । ଚୋରି ସାମଗ୍ରୀ ସମ୍ପର୍କରେ ତଥ୍ୟ ଦେବ ‘ସନ୍ଧାନ’ ଆପ୍ । ଚୋରି ସାମଗ୍ରୀ ଏବଂ ଏଥିରେ ସଂପୃକ୍ତ ଅପରାଧୀ ତଥ୍ୟ ରଖିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ।ଅପରାଧୀଙ୍କ ପୂରା ବାୟୋଡାଟା ସହ ଜବତ ହୋଇଥିବା ସାମଗ୍ରୀର ପ୍ରକୃତ ମାଲିକଙ୍କ ତଥ୍ୟ ରହିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପିୟଦର୍ଶୀ ।

Leave A Reply

Your email address will not be published.