କୋର୍ଟ ପରିସରରେ ଅଭାବନୀୟ ଘଟଣା

0 161

ଭୁବନେଶ୍ୱର,୨/୧୨(ଏସଏସ ନିଉଜ)ବ୍ରହ୍ମପୁର ଏସ୍‌ଡିଜେଏମ୍ କୋର୍ଟ ପରିସରରେ ଅଭାବନୀୟ ଘଟଣା ଘଟିଛି।ଦେହରେ କିରାସିନି ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।
କିରାସିନି ଢାଳିହେବା ବେଳେ ମହିଳାଙ୍କୁ କାବୁ କଲେ ଉପସ୍ଥିତଥିବା ପୋଲିସ।ମହିଳା ଜଣକ କିଏ ଏବଂ କାହିଁକି ଏଭଳି ପଦକ୍ଷେପ ନେଉଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Leave A Reply

Your email address will not be published.