ବିଷାକ୍ତଫଳଖାଇ ୧୫ରୁଅଧିକ ଅସୁସ୍ଥ

0 141

ଭଦ୍ରକ,୨/୧୨(ଏସଏସ ନିଉଜ) ବିଷାକ୍ତ ଫଳଖାଇ ୧୫ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବାର ଜଣାପଡିଛି। ଗୁରୁତର ଛାତ୍ରଛାତ୍ରୀମାନଙ୍କୁ ଭଣ୍ଡାରିପୋଖରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଭଣ୍ଡାରିପୋଖରୀ ୟୁପି ସ୍କୁଲର ପିଲାମାନେ ବିଷାକ୍ତ ଫଳ ଖାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.