କୋଏଲ ନଦୀରୁ ୪ର୍ଥ ମୃତଦେହ ମିଳିଲା

0 216

ଭୁବନେଶ୍ୱର,୧୦/୭(ଏସଏସନିଉଜ) ପବିତ୍ର ବାହୁଡା ଯାତ୍ରା ଦିନ ଗାଧୋଇଯାଇଥିବାବେଳେ ୪ ଭାଇ କୋଏଲ ନଦୀରେ ବୁଡି ମୃତ୍ୟୁବରଣ କରିଛନ୍ତି ।ମୃତକ ନାବାଳକମାନେ ହେଉଛନ୍ତି କୁନାଲ ସାହୁ, ଋଷି ସାହୁ, ରୋନକ ସାହୁ ଏବଂ କୌଶଲ ସାହୁ । ଗତକାଲି ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ଚତୁର୍ଥ ଭାଇଙ୍କ ଶବ ଆଜି ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କରାଯାଇଛି । ସମ୍ପର୍କୀୟଙ୍କ ଶୁଦ୍ଧକ୍ରିୟାରେ ଆସିଥିବା ବେଳେ ଏଭଳି ଏକ ଅଘଟଣ ଘଟିଯାଇଥିବାର ଜଣାପଡିଛି । ରାଉରକେଲାର ଝିରିପାଣି ପମ୍ପ ହାଉସ ନିକଟ କୋଏଲ ନଦୀରେ ଗାଧୋଇବା ସମୟରେ ଏହି ଅଘଟଣ ଘଟିଥିଲା ।

 

Leave A Reply

Your email address will not be published.