ହାତଗୋଡ ବନ୍ଧା ଯୁବକଙ୍କ ମୃତଦେହ ମିଳିଲା

0 158

ବାଲେଶ୍ୱର,୧୦/୭(ଏସଏସନିଉଜ)ଜଳେଶ୍ୱରର ବିଚ ରାସ୍ତାର ମଝିରେ ହାତଗୋଡ ବନ୍ଧା ହୋଇଥିବା ଏକ ମୃତଦେହ ଉଦ୍ଧାର କରିଛି ପୋଲିସ ।ମୃତ ଯୁବକଙ୍କ ପରିଚୟ ମିଳିପାରିନଥିବାବେଳେ ଏହା ଏକ ହତ୍ୟା ଘଟଣା ବୋଲି ସନ୍ଦେହ କରାଯାଉଛି ।ଜଳେଶ୍ୱରର ଏନଏଚ-୧୬ର ଶାନ୍ତିଆ ଫ୍ଲାଏ ଓଭରବ୍ରିଜ ଉପରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।ପୋଲିସ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ।

 

Leave A Reply

Your email address will not be published.