ଡାକ୍ତରଙ୍କ ଗବେଷଣାରୁ ଖୁଲାସା

ଖବର ଆଜିର,ତାରିଖ ୨୩-୦୫-୨୦୨୧/ ରବିବାର

0 291

୧-କରୋନା ସଂକ୍ରମିତ ମାଓବାଦୀ ଆତ୍ମ ସମର୍ପଣ କରନ୍ତୁ : ସମସ୍ତ ଚିକିତ୍ସା ଖର୍ଚ୍ଚ ଦାୟିତ୍ୱ ପୋଲିସ ବହନ କରିବ ।
୨-ସମ୍ଭାବ୍ୟ ବାତ୍ୟା ମୁକାବିଲା: ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ, ଆତଙ୍କିତ ନ ହେବା କୁ ପରାମର୍ଶ: ଆମର ସିଦ୍ଧାନ୍ତ ହେଉଛି ‘ସବୁ ଜୀବନ ମୂଲ୍ୟବାନ’, ତେଣୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ଉପରେ ଗୁରୁତ୍ବ – ମୁଖ୍ୟମନ୍ତ୍ରୀ ।
୩-ସୋସିଆଲ୍ ମିଡିଆ କମ୍ପାନୀକୁ କେନ୍ଦ୍ରର କଡା ନିର୍ଦ୍ଦେଶ, ତୁରନ୍ତ ହଟାଅ କରୋନାର ନୂଆ ଷ୍ଟ୍ରେନ୍‌କୁ ଭାରତୀୟ କୁହାଯାଇଥିବା ପୋଷ୍ଟ ।
୪-ରାଜ୍ୟ କୋଭିଡ ଡ୍ୟାସବୋର୍ଡରେ ‘Covid-19 Test Report’ ସୁବିଧାର ଶୁଭାରମ୍ଭ : ମୋବାଇଲ ରୁ ମିଳିବ କୋଭିଡ ପରୀକ୍ଷା ରିପୋର୍ଟ ।
୫-ସମ୍ଭାବ୍ୟ ବାତ୍ୟା ପାଇଁ ସତର୍କତା – ଗର୍ଭବତୀଙ୍କୁ ଆଗୁଆ ମେଡ଼ିକାଲରେ ଭର୍ତ୍ତି କରିବାକୁ ଏସଆରସିଙ୍କ ପରାମର୍ଶ ।
୬-ଦେଶରେ ପ୍ରାୟ ୯ ହଜାର ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ, କେନ୍ଦ୍ରମନ୍ତ୍ରୀ ଦେଲେ ତାଲିକା ।
୭-ଦ୍ୱାଦଶ ବୋର୍ଡ ପରୀକ୍ଷା ଓ ପ୍ରବେଶିକା ପରୀକ୍ଷା ନେଇ ଆଜି ଉଚ୍ଚ ସ୍ତରୀୟ ବୈଠକ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ।
୮-ନେପାଳ ରାଜନୀତିରେ ନୂଆ ମୋଡ଼: ସଂସଦ ଭଙ୍ଗ କଲେ ରାଷ୍ଟ୍ରପତି, ନଭେମ୍ବରରେ ହେବ ମଧ୍ୟବର୍ତ୍ତୀ ନିର୍ବାଚନ ।
୯-ବାତ୍ୟା ‘ୟାସ’ ଆଶଙ୍କା – ୭୪ ଟ୍ରେନ୍ ବାତିଲ ।
୧୦-ଡିଆରଡିଓ ପ୍ରସ୍ତୁତ କଲା ଆଣ୍ଟି ବଡି ଟେଷ୍ଟିଂ କିଟ୍‌ ‘ଡିପ୍‌କୋଭାନ୍‌’, ଜୁନ୍ ମାସରେ ବଜାରରକୁ ଆସିବ ଏହି କିଟ୍‌ ।
୧୧-ବ୍ଲାକ୍ ଫଙ୍ଗସ ଚିକିତ୍ସା ପାଇଁ ବ୍ୟବହୃତ ଔଷଧର ଉତ୍ପାଦନ ବୃଦ୍ଧି କରାଯାଉଛି, ୬ଟି ରାଜ୍ୟରେ ଅଧିକ ରହିଛି କରୋନା ମୃତ୍ୟୁ ସଂଖ୍ୟା: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।
୧୨-ଭିନ୍ନକ୍ଷମଙ୍କୁ ମିଳିବ ‘ଡୋର୍ ସର୍ଭିସ ।
୧୩-ଡାକ୍ତରଙ୍କ ଗବେଷଣାରୁ ଖୁଲାସା, ପୁରୁଷ ଓ ମଧୁମେହ ରୋଗୀଙ୍କ ପ୍ରତି ‘ବ୍ଲାକ୍‌ ଫଙ୍ଗସ୍‌’ ବିପଦ ଅଧିକ ।
୧୪-କରୋନା କାଳରେ ମଦ ଦୋକାନୀଙ୍କୁ ଅନୁକମ୍ପା ଦେଖାଇଲେ ଓଡିଶା ସରକାର : ଲାଇସେନ୍ସ ଫି’ ଛାଡ଼ କରିବାକୁ କ୍ୟାବିନେଟ୍‌ ନିଷ୍ପତ୍ତି ।
୧୫-ବାତ୍ୟା ଓ କରୋନା ପାଇଁ ୭ ଦିନ ଘୁଞ୍ଚିଲା ମାଟ୍ରିକ୍ ମୂଲ୍ୟାୟନ ପ୍ରକିୟା, ଚିନ୍ତାରେ ଛାତ୍ରଛାତ୍ରୀ ।
୧୬-କଟକରେ ୩୩ ଲକ୍ଷର ନକଲି ଗୁଟ୍‌ଖା ଜବତ ।
୧୭-ହୁ’ର ଟିକା ତାଲିକାରେ ନାହିଁ ‘କୋଭାକ୍ସିନ୍‌’, ଭାରତୀୟଙ୍କୁ ବିଦେଶ ଯାତ୍ରାରେ ହୋଇପାରେ ସମସ୍ୟା ।
୧୮-ନିଲାମ ହେଲା ଆଇନଷ୍ଟାଇନଙ୍କ ହାତ ଲେଖା । ଇ ଇକ୍ୱାଲ ଟୁ ଏମସି ସ୍କୋୟାର ଲେଖା ଥିବା ଚିଠି ୧.୨ ମିଲିୟନ ଡଲାରରେ ହେଲା ନିଲାମ ।ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.