ଦଳିଦେଲା ଦନ୍ତା

0 100

ଭବାନୀପାଟଣା,୧୭/୧୨(ଏସ ଏସ ନିଉଜ) ଶୋଇଥିବା ବେଳେ ଦଳିଦେଲା ଦନ୍ତା ଯାହାଫଳରେ ଜଣଙ୍କର ମୃତୁ ହୋଇଥିବା ବେଳେ ବର୍ଷର ଶିଶୁ ସମେତ ୩ଜଣ ଗୁରୁତର ହୋଇ ଭବାନୀପାଟଣା ମେଡିକାଲରେ ଭର୍ତ୍ତି ହୋଇଛନ୍ତି।ନର୍ଲା ରେଞ୍ଜ ପୁଜୁଗୁଡ଼ା ଗାଁରେ ଧାନ ଖଳାରେ ଶୋଇଥିବାବେଳେ ଏହି ଅଘଟଣ ଘଟୁଛି।

Leave A Reply

Your email address will not be published.