କୋରାପୁଟ,୧୭/୧୨(ଏସଏସ ନିଉଜ) ପଟ୍ଟାଙ୍ଗୀ ଘାଟି ପଡ଼ାଲଗୁଡ଼ାରେ ଓଲଟିପଡିଛି ଗ୍ୟାସ ଟ୍ୟାଙ୍କର ।ଛତିଶଗଡ଼ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟିପଡିଲା ଟ୍ୟାଙ୍କର।
ଗ୍ୟାସ୍ ନିର୍ଗତ ହେଉଥିବାରୁ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଅଗ୍ନିଶମ ବାହିନୀ ।ଅଘଟଣ ଏଡ଼ାଇବା ପାଇଁ ଏନ୍ଏଚ୍ ୨୬ ବନ୍ଦ କରିଛି ପ୍ରଶାସନ।

Prev Post
Next Post