ଡେଙ୍ଗୁ ସଚେତନତା ପଦଯାତ୍ରା

ଜଟଣୀ, ୨/୮(ଏସଏସନିୟୁଜ) ବିଏମସି ଓ ସିଏମସିରେ ଡେଙ୍ଗୁ ର ପ୍ରକୋପ ଧିରେଧିରେ ବୃଦ୍ଧି ପାଇବାରେ ଲାଗିଛି ।ଏହାକୁ ଦୃଷ୍ଟିରେ ରଖି ଜଟଣୀ ପୌରପରିଷଦ ପକ୍ଷରୁ ଡେଙ୍ଗୁ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପୌରପ୍ରଶାସନ ଦେବବ୍ରତ ସାହୁ ଙ୍କ ନେତୃତ୍ବରେ ଓ ଷଣ୍ଢପୁର ମହିଳା ଆରୋଗ୍ୟ ମହିଳା ସମିତି ଆୟୋଜନରେ ଡେଙ୍ଗୁ ସଚେତନତା ପଦଯାତ୍ରାରେ ୱାର୍ଡର ସମସ୍ତ ସ୍ୱଚ୍ଛସାଥୀ ଏବଂ ପ୍ରତ୍ୟକ ୱାର୍ଡର ସ୍ୱଚ୍ଛ ସୁପରଭାଇଜରଙ୍କ ସହିତ ଆଶା ଦିଦି ମାନେ ସାମିଲ ହୋଇ ଜଟଣୀ ସହର ପରିକ୍ରମା କରି ଡେଙ୍ଗୁ ସଚେତନା ପଦଯାତ୍ରା କରିଥିଲେ ।

- Advertisement -

Leave A Reply

Your email address will not be published.