ଧରାହେଲେ ମୋବସ୍ ଲୁଟେରା ଗ୍ୟାଙ୍ଗ

0 247

ଭୁବନେଶ୍ୱର,୨୦/୧୨(ଏସଏସନିଉଜ)ମୋବସରେ ଲୁଟ କରୁଥିବା ଏକ ଲୁଟେରାଗ୍ୟାଙ୍ଗକୁ କମିସିନେରେଟ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି ।ପୋଲିସ ୭ଜଣଙ୍କୁ ଗିରଫ କରିବାସହ ସେମାନଙ୍କଠାରୁ ୫୭ ହଜାର ଟଙ୍କା ଓ ୯ଟି ଫୋନ ଜବତ କରିଛି ।ଏମାନେ ବସରେ ଯାଇ ଭିଡ ସୃଷ୍ଟିକରି ସେହି ମଉକାରେ ଲୋକଙ୍କ ଠାରୁ ଲୁଟ୍ କରିଥାନ୍ତି ।ଏସର୍ମ୍ପକରେ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.