ଡିସେମ୍ବର ପହିଲା ସୁଦ୍ଧା ଶୀତ ସହାୟତା

0 232

ଭୁବନେଶ୍ୱର,୨୫/୧୧(ଏସଏସନିଉଜ)ଡିସେମ୍ବର ପହିଲା ସୁଦ୍ଧା ଶୀତ ସହାୟତା । ଶୀତ ସହାୟତା ବାବଦ ୩ ଶହ ଟଙ୍କା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଭତ୍ତା ପାଉଥିବା ୪୮ ଲକ୍ଷରୁ ଅଧିକ ହିତାଧିକାରୀ ପାଇବେ ସହାୟତା । ଶୀତ ସହାୟତା ପାଇଁ ରାଜ୍ୟ ସରକାର ମଂଜୁର କଲେ ୧୪୬ କୋଟି ଟଙ୍କା । ପ୍ରତି ଦୁଇ ବର୍ଷରେ ଥରେ ହିତାଧିକାରୀଙ୍କୁ ମିଳିଥାଏ ଶୀତ ସହାୟତା.ା

Leave A Reply

Your email address will not be published.