ଦିଲ୍ଲୀ ଭଳି ହେବି କି ଭୁବନେଶ୍ୱରର ସ୍ଥିତି

ଖବର ଆଜିର ତାରିଖ ୨୦/୧୧/୨୧, ଶନିବାର

0 317

୧-କଟକ:SA-1 ପରୀକ୍ଷା ପାଇଁ ବୋର୍ଡର ଗାଇଡ ଲାଇନ: ନଭେମ୍ବର ୨୬ରୁ ନବମ ଓ ଡିସେମ୍ବର ୨୭ରୁହେବ ଦଶମ ଶ୍ରେଣୀ ପରୀକ୍ଷା।
୨-ଢେଙ୍କାନାଳ ଓ ଅନୁଗୁଳ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ : ୧୮୦୦ କୋଟି ଟଙ୍କାର ପ୍ରକଳ୍ପର ହେବ ଶିଳାନ୍ୟାସ ଓ ଲୋକାର୍ପଣ, ପ୍ରସ୍ତୁତି ଜୋରଦାର।
୩-ସର୍ବଭାରତୀୟ ସ୍ତରରେ ଗଞ୍ଜାମର ଗାଙ୍ଗପୁର ଥାନାକୁ ଦ୍ୱିତୀୟ ଶ୍ରେଷ୍ଠ ମାନ୍ୟତା।
୪-୧୬ନଂ ଜାତୀୟ ରାଜପଥ ଜାରକା ବୁଦ୍ଧ ପାର୍କ ନିକଟରେ ହେବ ପୋଲ ନିର୍ମାଣ, NHAI କର୍ତ୍ତୃପକ୍ଷଙ୍କ କ୍ଷେତ୍ର ପରିଦର୍ଶନ
୫-ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ଶୀତ ଅନୁଭୂତ ହେବ ନାହିଁ: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
୬-କୋଟିପଟି ସେକ୍ସନ ଅଫିସର ରମେଶ ପ୍ରସାଦ ନାଗ ଗିରଫ, ଠାବ ହୋଇଛି ୧ କୋଟି ୩ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି।
୭-ଆଜି ପ୍ରକାଶ ପାଇବ +୨ ଅଫଲାଇନ ପରୀକ୍ଷା ଫଳ:www.orissaresults.nic.in ରେ ପରୀକ୍ଷା ଫଳ ଉପଲବ୍ଧ ହେବ।

୮-ଇଞ୍ଜିନିୟରିଂ ମହାବିଦ୍ୟାଳୟରେ ସ୍ଥାନ ପୂରଣ ନେଇ ଅନିଶ୍ଚିତତା, ସ୍ବତନ୍ତ୍ର OJEE କରିବାକୁ ଉଚ୍ଚ ନ୍ୟାୟାଳୟରେ ମାମଲା।
୯-କୋଟିପତି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଋଷିନାଥ ବରାଳ ଗିରଫ, ୨ କୋଟି ୭୦ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ।
୧୦-ଦିଲ୍ଲୀ ଭଳି ହେବି କି ଭୁବନେଶ୍ୱରର ସ୍ଥିତି । ଦିନ ଦ୍ୱିପହରରେ ସ୍ମାର୍ଟ ସିଟି ଉପରେ ଦେଖିବାକୁ ମିଳୁଛି ଧୂଆଁର ଚାଦର।
୧୧-ଚାଷୀଙ୍କ କଥା ରହିଲା, ସରକାର ମୁଣ୍ଡ ନୁଆଁଇଲେ। ପ୍ରତ୍ୟାହୃତ ହେବ ବିବାଦୀୟ ତିନି କୃଷି ଆଇନ।
୧୨-ରାଞ୍ଚିରେ ରାହୁଲ-ରୋହିତ ସୋ’ : ଦ୍ଵିତୀୟ ଟି-୨୦ ଜିତି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସିରିଜ ସିଲ୍ କଲା ଭାରତ।
ପାଖରେ ଛିଡ଼ା ହୋଇ ଭରଷା ଦେବା ଲୋକ ନାହାଁନ୍ତି….ସାମ୍ନାରେ ଛିଡ଼ା ହୋଇ ରାସ୍ତା ଦେଖାଇବା ଲୋକ ନାହାଁନ୍ତି….କିନ୍ତୁ…. ପଛରେ ଛିଡ଼ା ହୋଇ ସମାଲୋଚନା କରିବାକୁ ଲୋକଙ୍କ ଅଭାବ ନାହିଁ….ଆଜି ଛାଡଖାଇ।ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ🙏🏻 ଜୟ ଜଗନ୍ନାଥ🙏🏻

Leave A Reply

Your email address will not be published.