ଦିଲ୍ଲୀରେ ପ୍ରଥମ ମଙ୍କିପକ୍ସ ସଂକ୍ରମିତ ଠାବ

0 211

ଭୁବନେଶ୍ୱର,୨୪/୭(ଏସଏସନିଉଜ) ଦିଲ୍ଲୀରେ ପ୍ରଥମ ମଙ୍କିପକ୍ସ ସଂକ୍ରମିତ ଠାବ ହୋଇଛି ।୩୧ ବର୍ଷ ବୟସ୍କ ବ୍ୟକ୍ତିଙ୍କଠାରେ ମଙ୍କିପକ୍ସ ଚିହ୍ନଟ ହୋଇଛି । ପଶ୍ଚିମ ଦିଲ୍ଲୀର ଏହି ବ୍ୟକ୍ତି ଖଘଔଚ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ନିକଟରେ ହିମାଚଳ ପ୍ରଦେଶରୁ ଫେରିଥିଲେ ।କିନ୍ତୁ ତାଙ୍କର କୌଣସି ବିଦେଶୀ ଭ୍ରମଣ ଇତିହାସ ନାହିଁ ବୋଲି ଜଣାପଡିଛି ।

Leave A Reply

Your email address will not be published.