ଭୁବନେଶ୍ୱର,୨୪/୭(ଏସଏସନିଉଜ) ବାବୁସାନ-ତୃପ୍ତି କଳିକୁ ନେଇ ଅପରାଜିତାଙ୍କ ପ୍ରତିକ୍ରିୟା ରଖିଛନ୍ତି ।ମାଆ ଅପରାଜିତା ମହାନ୍ତି: ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ି ଗଲା ଦେଢ଼ଦୁଇ ବର୍ଷ ଭିତରେ ଖରାପ ସଙ୍ଗତରେ ପଡ଼ି ଖରାପ ହୋଇଗଲା ।ଖରାପ ସଙ୍ଗତରେ ପଡ଼ିବାରୁ ତାର ସର୍ବନାଶ ହେଲା । ଯେଉଁମାନଙ୍କୁ ଅତି ଭଲ ପାଏ ସେମାନଙ୍କ କଥା ବି ମାନିଲା ନାହିଁ । ମୋ ପୁଅର ଭଲପଣିଆର ଫାଇଦା ନିଆଯାଇଛି। ମୋ ପୁଅ ମୋ ପାଖକୁ କେମିତି ଫେରି ଆସୁ । ଭାବବିହ୍ୱଳ ହୋଇ ରାଜ୍ୟବାସୀଙ୍କୁ ପ୍ରାର୍ଥନା କାମନା କଲେ ବାବୁସାନଙ୍କ ମା ।
