ଦୀପାବଳିରେ ଅଘଟଣ

0 150

ଭୁବନେଶ୍ୱର,୨୫/୧୦(ଏସଏସ ନିଉଜ)ଦୀପାବଳୀର ଦୁର୍ଘଟଣା ଘଟି ୩ଜଣମୃତ ବରଣ କରିଥିବାବେଳେ ଅନେକ ଆହତ ହୋଇଛନ୍ତି ।ଏହାସହ ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ତ ପାଇଁ ଲକ୍ଷାଧିକ ଟଙ୍କାର ଆସବାସପତ୍ର ପୋଡି ପାଉଁଶ ହୋଇଯାଇଛି। କାମାକ୍ଷାନଗର ବାଣ ଦୋକାନରେ ବିସ୍ଫୋରଣ ଘଟି ଜଣେ ମୃତ ଓ ୩ଆହତ, ଭଦ୍ରକ ବାସୁଦେବପୁରରେ ବାଣ ଫୁଟି ୪ଶିଶୁ ସମେତ ୯ଗୁରୁତର, କୋରାପୁଟ ବନ୍ଧୁଗାଁବ୍ଲକ ନିଲାବାଡ଼ିଗାଁରେ ବାଣପଡ଼ି କାରଟି ଜଳିଯାଇଥିବାର ଜଣାପଡିଛି ।କଳାହାଣ୍ତି ଭବାନୀପାଟଣା ମାଳିପଡ଼ା ସ୍ଥିତ କବାଡ଼ିଖାନାରେ ଅଗ୍ନିକାଣ୍ତ। କଟକ ନୟାସଡ଼କ ସ୍ଥିତ OTM କପଡ଼ା ଦୋକାନ ଉପର ମହଲାରେ ଅଗ୍ନିକାଣ୍ତ। ବ୍ରହ୍ମପୁର ବଡ଼ବଜାର ଥାନା ଧାନମେରା ସାହି ନିକଟ କବାଡ଼ି ଦୋକାନରେ ଅଗ୍ନିକାଣ୍ତ ଘଟିଛି।

Leave A Reply

Your email address will not be published.