ଦୀପାବଳିରେ ଫୁଟିଲା ଗୁଳି

0 172

ଭୁବନେଶ୍ୱର,୨୫/୧୦(ଏସଏସ ନିଉଜ) ଆଲୋକର ପର୍ବ ଦୀପାବଳିରେ ସବୁଆଡେ ହସଖୁସିର ମାହୋଲ ଚାଲିଥିବାବେଳେ ଗୁଳିମାଡ଼ରେ ପୁରୀରେ ଶଙ୍କର ବେହେରା ନାମକ ବ୍ୟକ୍ତିଙ୍କ ଜୀବନ ଚାଲି ଯାଇଛି।ଗତକାଲି ଦୀପାବଳି ସେଲିବ୍ରେସନ ଚାଲିଥିବାବେଳେ ରାତି ପ୍ରାୟ୧୧ଟାରେ ଦୁର୍ବୃତ୍ତମାନେ ୨ଜଣ ବ୍ୟକ୍ତିଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଚନ୍ଦନପୁରଥାନା ଅନ୍ତର୍ଗତ ଥେଣ୍ଟପୁରଗାଁ ଭାର୍ଗବୀସ୍କୁଲ ନିକଟରେ ଏହି ଗୁଳିମାଡ଼ ହୋଇଥିଲା।ଏଥିରେ ଶଙ୍କର ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି।

Leave A Reply

Your email address will not be published.