ଏବେ ବିବାହ କାର୍ଯ୍ୟରେ ୫୦ ଜଣଙ୍କୁ ଅନୁମତି

0 285

ଭୁବନେଶ୍ୱର,୯/୪(ଏସଏସନିୟୁଜ)ଏଣିକି ବିବାହକାର୍ଯ୍ୟରେ ୫୦ ଓ ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ମିଳିବ ଅନୁମତି। ଏନେଇ ଗାଇଡ୍‌ଲାଇନ୍ ଜାରି କରିଛି କମିଶନରେଟ୍ ପୋଲିସ । ବିବାହ ଉତ୍ସବରେ ବର, କନ୍ୟା, ଦୁଇ ପରିବାର, ପୂଜକ, ରୋଷେୟାଙ୍କୁ ମିଶାଇ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ମିଳିବ । ତେବେ ବିବାହ ପ୍ରୋସେସନ କୁ ଅନ୍ୟାଦେଶ ଯାଏଁ ସଂପୂର୍ଣ୍ଣ ବନ୍ଦ କରାଯାଇଛି। ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବାବେଳେ ଏହି କାର୍ଯ୍ୟପାଇଁ ଥାନାର ଅନୁମତି ନେବାର ଆବଶ୍ୟକ ଥିବାର କୁହାଯାଇଛି ।

Leave A Reply

Your email address will not be published.