ଗଛଲଗାଇଲେ ସରପଂଚ

0 410

ମେଣ୍ଢାଶାଳ,୭/୭(ଏସଏସନିଉଜ)ମେଣ୍ଢାଶାଳ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ପ୍ରଧାନଶିକ୍ଷୟତ୍ରୀ ରତ୍ନମଞରୀ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମେଣ୍ଢଶାଳସରପଂଚ କୈାଶଲ୍ୟା ବଳିଆର ସିଂହ, ,ଅବସରପ୍ରାପ୍ତସେନାକର୍ମଚାରୀ ପ୍ରଭାତକୁମାର ରାଉତରାୟ ,ବରିଷ୍ଟ ଶିକ୍ଷକ ଦେବଦତ ନନ୍ଦ, ପ୍ରଫୁଲକୁମାର ପାତ୍ର, ସ୍କୁଲକମିଟି ଅଧକ୍ଷ ରମାକାନ୍ତ ମହାପାତ୍ର ,ସନ୍ତେଷ ମହାରଣା, ସନ୍ତୋଷକୁମାରସାହୁ, ନିଳକଣ୍ଠବାରିକ, ରମେଶ ବେହେରା,ପ୍ରଶନ୍ନଦାସ,ସସ୍ମିତାବାହିନିପତିଙ୍କ ସମେତ ସ୍କୁଲକମିଟିର ସଦସ୍ୟମାନେ ଯୋଗଦେଇ ପରିବେଶର ସୁରକ୍ଷା ପାଇଁ ଗୋଟେ ଗୋଟେ ବୃକ୍ଷରୋପଣ କରିଥିଲେ ।ଏହାପରେ ସ୍କୁଲର ଛାତ୍‌ୀଛାତ୍ରମାନେ ସ୍କୁଲ ଖେଳପଡିଆରେ ୨୦୦ରୁ ଉର୍ଦ୍ଦ ଗଛ ଲଗାଇବା ସହ ପ୍ରତିଗଛ ବଡହେବାପର୍ଯ୍ୟନ୍ତ ଦାୟିତ୍ୱ ନେବାକୁ ସପଥ ନେଇଥିଲେ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

 

Leave A Reply

Your email address will not be published.