ଗଛରେ ପିଟି ହେଲା କାର୍ ଚାଲିଗଲା ୨ଜଣଙ୍କ ଜୀବନ

0 149

ବ୍ରହ୍ମଗିରି, ୨୨/୫(ଏସଏସନିଉଜ) ପୁରୀ-ସାତପଡ଼ା ରାସ୍ତାର ହଳଦିଆ ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। କରଟି ଭାରସମ୍ୟ ହରାଇ ଗଛରେ ପିଟିହୋଇଯିବାରୁ ଡ୍ରାଇଭର ଓ ଅନ୍ୟଜଣଙ୍କ ମୃତ୍ୟୁ ହୋଇଛି ।ବିଳମ୍ବିତ ରାତିରେ ବ୍ରହ୍ମଗିରିକୁ ଫେରୁଥିବା ବେଳେ ରାଜପଥର ମଠପାଟଣା ଛକଠାରେ ଏହି ଦୁର୍ଘଟଣ।। ଘଟିଛି । ମୃତ୍ୟୁ ଡ୍ରାଇଭର ବ୍ରହ୍ମଗିରି ଥାନା ଭଗବାନପୁରରେ ହୋଇଥବା ବେଳେ ଅନ୍ୟ ଜଣେ ମୃତକ ଅରଖକୁଦା ମେରାଇନ ଥାନା ସହଦେଵପୁରରେ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.