ଧକ୍କାଦେଲା ଟ୍ରକ-ଚାଲିଗଲା ବାଇକ୍ ଚାଳକର ଜୀବନ

0 149

ମାଲକାନଗିରି ,୨୨/୫(ଏସଏସନିଉଜ) ଆଜି ସକାଳେମୋଟୁ ଥାନା ଅନ୍ତର୍ଗତ ଏମଭି ୮୨ ଗ୍ରାମ ନିକଟରେ ଗଙ୍ଗା ପଡିଆମୀ ନାମକ ଯୁବକ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ଟ୍ରକ୍ ଧକ୍କା ଦେଇଥିଲା ।ଫଳରେ ଘଟଣାସ୍ଥଳରେ ବାଇକ ଚାଳକର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଖବରପାଇ ମୋଟୁ ପୁଲିସ ପହଞ୍ଚି ଟ୍ରକକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

 

Leave A Reply

Your email address will not be published.