ଗାଈଗୋରୁକୁ ରାସ୍ତାରେ ଛାଡୁଥିଲେ ସାବଧାନ!

0 195

ଭୁବନେଶ୍ୱର,୨୫/୧୧(ଏସଏସ ନିଉଜ)ଗାଈଗୋରୁଙ୍କ ସହ ପୋଷା ଜୀବଙ୍କୁ ରାସ୍ତାରେ ଛାଡ଼ିଲେ ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତବାନୀ ଦେଇଛି ବିଏମସି । ଭୁବନେଶ୍ୱରରେ ଗୃହପାଳିତ ଜନ୍ତୁଙ୍କ ଯୋଗୁଁ ଦୁର୍ଘଟଣାର ସଂଖ୍ୟା ବଢ଼ୁଥିବା ବିଏମସି ପକ୍ଷରୁ ଏଭଳି ପଦକ୍ଷପ ନିଆଯାଉଛି ।ମାଲିକମାନେ ସଚେତନ ନହେଲେ ଗାଈ ଗୋରୁଙ୍କୁ ଉଠାଇନେଇ ଜାମୁକୋଳି ଏବଂ ଜଟଣୀ କିମ୍ବା ପୁରୀ ଗୋବିନ୍ଦ ଗୋସେବାଶ୍ରମକୁ ନିଆଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.