ଗହ୍ମାପର୍ବରେ ନଡିଆ ଲଢେଇ

0 203

ସାକ୍ଷୀଗୋପାଳ,୨୨/୮(ଏସଏସନିୟୁଜ) ଗହ୍ମାପୂ୍‌ର୍ଣ୍ଣମୀରେ ସାକ୍ଷୀଗୋପାଳର ବିଭିର୍ଣ ସ୍ଥାନରେ ନଡିଆ ଲଢେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଏଥର ମଧ୍ୟ ସାକ୍ଷୀଗୋପାଳ ମନ୍ଦିର ଦୋଳବେଦୀ ଛକ, ବସଷ୍ଟାଣ୍ଡ, ବନପୁର, ଅଳଗୁମ, କାଦୁଆ, ପଟ୍ଟନାୟିକିଆ, ହରିଆବୁଢ଼ା ମନ୍ଦିର, ବରାଳ ମନ୍ଦିର , ବଳପୁର, ଆନନ୍ଦପୁର, ସାରଙ୍ଗଯୋଡି, ଗବକୁଣ୍ଡ, କେତିକିପାଟଣା ଓ ଭିଁପୁର ଆଦି ବିଭିନ୍ନ ଗ୍ରାମ ବଜାର ଛକରେ ନଡିଆ ଲଢେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ନଡିଆ ଲଢ଼େଇ ଦେଖବାକୁ ବିଭିନ୍ନ ସ୍ଥାନରେ ଭିଡ ପରିଲକ୍ଷିତ ହୋଇଥିଲା ।ଏଥିପାଇଁ ଯୁବକମାନଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହୋଇଥିଲା ।ଯୁବକମାନେ ଏହି ପ୍ରତିଯୋଗୀତା ପାଇଁ ସ୍ୱତନ୍ତ୍ର ନଡିଆକୁ ଯୋଗଡ କରିଥିଲେ ।

Leave A Reply

Your email address will not be published.