ଗିରଫହେଲେ ୨ଶିକାରୀ,ଜବତହେଲା ଦେଶୀ ବନ୍ଧୁକ

0 168

ଭଞ୍ଜନଗର, ୨୯/୯(ଏସଏସନିୟୁଜ) ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ବନାଞ୍ଚଳ ଗାୟଗଣ୍ଡା ସେକ୍ସନର ଆମ୍ବଝରା ଜଙ୍ଗଲରୁ ଦୁଇଜଣ ଶିକାରୀଙ୍କୁ ବନବିଭାଗ ଗିରଫକରିବାସହ ସେମାନଙ୍କଠାରୁ ୫ କେଜି ବାରହା ମାଂସ ଗୋଟିଏ ଦେଶୀ ବନ୍ଧୁକ ଓଏକ ମଟର ସାଇକଲ ଜବତକରିଛି । ବାରହା ଶିକାର କରି ବାଇକ ଯୋଗେ କୋକଳବା ଗ୍ରାମର ସୁର୍ନଜୟ ପ୍ରଦାନ ଓ ତ୍ରିଲୋଚନ ପ୍ରଧାନ ଫେରୁଥିବାବେଳେ ବନବିଭାଗ କର୍ମଚାରୀମାନଙ୍କ ହାବୁଡରେ ପଡିଯାଇଥିଲେ । ୧୩୭/୨୧ କେସ୍ ନମ୍ବରରେ ଏକ ମାମଲାରୁଜୁକରି ବନବିଭାଗ ତାଙ୍କୁ କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.