ଗିରଫ ହେଲେ ହାଇକୋର୍ଟର ପୂର୍ବତନ ବିଚାରପତି ସି.ଏସ୍ କର୍ଣ୍ଣନ

0 400

କଲିକତା,୨/୧୨(ସତ୍ୟସନ୍ଧାନ) ଅଶ୍ଳୀଳ ଭିଡିଓ ତଥା ମହିଳାଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେବା ଅଭିଯୋଗରେ ପୂର୍ବତନ ବିଚାରପତି ଜଷ୍ଟିସ୍ ସି.ଏସ୍ କର୍ଣ୍ଣନଙ୍କୁ ଚେନ୍ନାଇ ପୋଲିସ ଗିରଫ କରିଛି । ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ଭିଡିଓକୁ ନେଇ ତିନୋଟି ମାମଲାଅନଲାଇନ୍ ଡ୍ସୋସିଆଲ ମିଡିଆରେ ଅପଲୋ ହୋଇଥିବା ଭିଡିଓ)ରେ ମହିଳା ତଥା ନ୍ୟାୟପାଳିକାଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ନେଇ ପୂର୍ବତନ ବିଚାରପତି କର୍ଣ୍ଣନଙ୍କ ବିରୋଧରେ ତିନୋଟି ମାମଲା ରୁଜୁ କରାଯାଇଥିଲା ।

 

 

Leave A Reply

Your email address will not be published.