ହାତୀ ଦାନ୍ତ ଜବତ

0 183

ନୂଆପଡ଼ା , ୨୦/୧୧(ଏସଏସନିୟୁଜ) ସିନାପାଲି ବନ ବିଭାଗ କର୍ମଚାରୀମାନେ ୨ଟି ହାତୀଦାନ୍ତ ଓ ଚିତାବାଘ ନଖ ଜବତ କରିଛନ୍ତି ।ହାତୀଦାନ୍ତ ଓ ବାଘନଖକୁ ବିକ୍ରି ପାଇଁ ଉଦ୍ୟମ କରାଯାଉଥିବାର କୈଣସିସୁତରୁ ଖବରପାଇଚଢଉ କରିଥିଲେ ।ଚଢଉ ସମୟରେ କାପସିରଗ୍ରାମର ଧନେଶ୍ଵର ମେହେର ,ଗଣ୍ତାବାହାଲି ଗ୍ରାମର ମନୋଜ ମେହେର ଏବଂ ଟୁରଚି ଗ୍ରାମର ନୂଆଖାଉ ବାଗ ଓ ତାଙ୍କ ପୁଅ ଚିତ୍ରସେନ ବାଗ କୁ ଗିରଫ କରିବା ସହ ସେମାନଙ୍କଠାରୁ ୨ଟି ହାତୀଦାନ୍ତ ଓ ଚିତାବାଘ ନଖ ଜବତ କରିଛନ୍ତି ।

Leave A Reply

Your email address will not be published.