ଲକ୍ଷାଧିକ ଟଙ୍କାର ବଜ୍ରକାପ୍ତା କାତି ଜବତ

0 171

କରଞ୍ଜିଆ, ୨୦/୧୧(ଏସଏସନିୟୁଜ) ଗାଡ଼ି ସୋ ରୁମ୍‌ରେ ବଜ୍ରକାପ୍ତା କାତି ବିକ୍ରି ପାଇଁ ମୂଲଚାଲ ଚାଲିଥିବାବେଳେ ଧରାପଡିଛନ୍ତି ୧୫ଜଣ ।ନିର୍ଭରଯୋଗ୍ୟସୁତ୍ରରୁ ଖବରପାଇ କରଞ୍ଜିଆ ବନବିଭାଗ ଓ କରଞ୍ଜିଆ ପୋଲିସ ମିଳିତଭାବେ ଗତକାଲିରାତିରେ ଏକ ଦୁଇଚକିଆଗାଡି ସୋରୁମର ଉପରମହଲାରେ ଚଢଉ କରିଥିଲେ ।ମୁଲଚାଲ ହେଉଥିବାବେଳେ ଏହି ଟିମ୍ ସୋ ରୁମ୍‌ର ମାଲିକ, ମ୍ୟାନେଜରଙ୍କ ସମେତ ଅନ୍ୟ୧୩ଜଣଙ୍କୁ ଗିରଫ କରିଥିଲେ ।

Leave A Reply

Your email address will not be published.