ବଲାଙ୍ଗିର, ୧୮/୧୨(ଏସଏସନିଉଜ) ହତ୍ୟା ଅଭିଯୋଗରେ ଭୀମଭୋଇ ମେଡିକାଲରେ ଉତ୍ତେଜନା ଦେଖାଦେଇଛି ।ଯୁବକଙ୍କ ଶରୀରରେ କଟାଦାଗ ଦେଖି ହତ୍ୟା ଅଭିଯୋଗ କରିଛନ୍ତି ପରିବାରଲୋକ ।କାଲି ଖଡ଼ଙ୍ଗ ନଦୀ ଗୁଦ୍ଗୁଦା ଜଳପ୍ରପାତରେ ବୁଡ଼ି ଯୁବକଙ୍କ ମୃତ୍ୟୁ ହୋଇଥିଲା ।ଯୁବକ ଜଣଙ୍କ ଫର୍ଣ୍ଣିଚର ଦୋକାନରେ କାମ କରୁଥିବାବେଳେ କାଲି ପିକନିକ୍ ଆସିଥିଲେ ।ଗାଧୋଇବାବେଳେ ବୁଡ଼ି ମୃତ୍ୟୁ ହୋଇଥିବା ଫର୍ଣ୍ଣିଚର ମାଲିକମାନେ କହିଥିଲେ ।
