ଜଙ୍ଗଲରୁ ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର

0 129

ଆଠଗଡ, ୨୪/୬(ଏସଏସନିଉଜ) ଜେନାପଦା ଶାଳବଣୀ ଜଙ୍ଗଲରୁ ଅଜଣା ଗର୍ଭବତୀ ମହିଳାଙ୍କ ମୃତଦେହକୁ ଉଦ୍ଧାର କରିଛି ଆଠଗଡ଼ ପୋଲିସ । ଜଙ୍ଗଲକୁ ଯାଇଥିବା ସ୍ଥାନୀୟ ଲୋକେ ଜଙ୍ଗଲ ମଧ୍ୟରେ ମହିଳାଙ୍କ ମୃତଦେହ ପଡିଥିବାର ଦେଖି ପୋଲିସକୁ ଖବରଦେବାପରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ମହିଳା ଜଣଙ୍କ ଗର୍ଭବତୀ ଥିବା ଜଣାପଡିଥିବାବେଳେ ଦୁଇରୁ ତିନିଦିନ ମଧ୍ୟରେ କେହି ତାଙ୍କୁ ହତ୍ୟା କରି ଫୋପାଡି ଦେଇଛି ବୋଲି ପୋଲିସ ଅନୁମାନ କରିଛି ।ମହିଳାଙ୍କ ମୁହଁକୁ ନଷ୍ଟ କରାଯାଇଥିବାବେଳେ ମହିଳାଙ୍କପରିଚୟ ମିଳିପାରିନଥିବାର ଜଣାପଡିଛି ।

 

 

Leave A Reply

Your email address will not be published.