ଝୁଲନ୍ତା ମୃତଦେହ ଉଦ୍ଧାର

0 195

ଚୌଦ୍ୱାର,୪/୬(ଏସଏସନିୟୁଜ) ଟାଙ୍ଗୀ ଥାନା ଅନ୍ତର୍ଗତ ବିରୂପା ବ୍ରିଜ ରେଲୱେ ଲାଇନ ତଳେ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଟାଙ୍ଗୀ ପୋଲିସ ଉଦ୍ଧାର କରିଛି । ମୃତ ଯୁବକଜଣକ ଏକ ତେଜରାତି ଦୋକାନ କାମ କରୁଥିବାବେଳେ ତାଙ୍କ ନାମ ଚୌଦ୍ୱାର ତଳ ବଜାର ର ଅର୍ଜୁନି ବୋଲି ବୋଲି ଜଣା ପଡ଼ିଛି । ଆତ୍ମହତ୍ୟା ର ପକୃତକାରଣ ଜଣା ପଡି ନଥିବାବେଳେ ପୋଲିସ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ।

Leave A Reply

Your email address will not be published.