କାଲିଠାରୁ୧୫ଦିନ ନନ୍ଦନକାନନ ବନ୍ଦ

0 226

ଭୁବନେଶ୍ୱର,୩୦/୪(ଏସଏସନିୟୁଜ) ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢୁଥିବାବେଳେ ପର୍ଯ୍ୟଟକମାନଙ୍କ ସୁରକ୍ଷା ଦୃଷ୍ଟିରୁ ନନ୍ଦନକାନନ ଓ ବଟାନିକାର୍ଲଗାର୍ଡେନକୁ ବନ୍ଦ କରିଛନ୍ତି ନନ୍ଦନକାନନ କର୍ତୁପକ୍ଷ ।ଆସନ୍ତା କାଲିଠାରୁ ଅର୍ଥାତ ମେ୧ତାରିଖଠାରୁ ମେ୧୫ତାରିଖ ପର୍ଯ୍ୟନ୍ତ ଉଭୟ ନନ୍ଦନକାନନ ଓ ବଟାନିକାର୍ଲଗାର୍ଡେନକୁ ବନ୍ଦ ରଖାଗଲା ବୋଲି ନନ୍ଦନକାନନ ଉପ-ନିର୍ଦ୍ଦେଶକ ବିମଳପ୍ରସନ୍ନଆଚାର୍ଯ୍ୟ କହିଛନ୍ତି ।ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରାମିତଙ୍କ ସଂଖ୍ୟା ବଢୁଥିବାବେଳେ ନନ୍ଦନକାନନ ଚତୁଃପାଶ୍ୱର୍ରେ ଥିବା ଗ୍ରାମମାନଙ୍କରେ କରୋନା ଆକ୍ରାନ୍ତମାନଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା କରାଯାଇ ଉଭୟପାର୍କକୁ ବନ୍ଦ କରାଯାଇଥିବାର ଜଣାପଡିଛି ।(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.