ଖାତରେ ଫସିଲେ ଦୁଇ ହାତୀ

0 447

ଢେଙ୍କାନାଳ,୨୬/୧୨(ଏସଏସନିୟୁଜ) ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇଥିବା ଦୁଇ ହାତୀ ଏକ ବଡ ଖାତରେ ପଡିଛନ୍ତି ।ଅନ୍ଧାରରେ ହାତୀଦୁଇଟିକୁ ଉଦ୍ଧାର କରିବାପାଇଁ ବନବିଭାଗ ଉଦ୍ୟମ ଆରମ୍ଭ କରିଛନ୍ତି ।ତେବେ ସ୍ଥନୀୟ ଲୋକଙ୍କଠାରୁ ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଁଚିଛି ।ଦୁଇହାତୀ ମଧୟରେ ଗୋଟିଏ ଛୁଆ ଥିବାର ଜଣାପଡିଛି ।ଏହି ଘଟଣା ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବଅଁରପାଳ ଗାଁରେ ଘଟିଛି ।

Leave A Reply

Your email address will not be published.