ଖଟିଆରେ ବୁହାରୋଗୀ ଡାକ୍ତରଖାନାରେ ମୃତ

0 133

ରେଢ଼ାଖୋଲ,୧୯/୭(ଏସଏସନିଉଜ) ନାକଟିଦେଉଳ ବ୍ଲକ ଘୁସୁରାମାଲ ପଞ୍ଚାୟତ ବଡ଼ବିଲ ଗାଁର ରୋଗୀ ଚାଷ କାମକୁ ଯାଇଥିବା ଜଣେ ବ୍ୟକ୍ତି ହଠାତ୍ ବିଲରେ ପଡ଼ିଯାଇଥିଲେ । ଆମ୍ବୁଲାନ୍ସ ଆସିଥିଲା ଡାକ୍ତରଖାନାକୁ ନେବାପାଇଁ ।କିନ୍ତୁ ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ନାଳ ଥିବାରୁ ଆମ୍ବୁଲାନ୍ସ ଘରପର୍ଯ୍ୟନ୍ତ ଆସି ପାରିନଥିଲା । ଫଳରେ ୫ କିମି ଖଟିଆରେ ବୁହା ହୋଇ ବିଳମ୍ବରେ ହସ୍ପିଟାଲ ନିଆଯାଇଥିଲା । ରେଢ଼ାଖୋଲ ହସ୍ପିଟାଲରେ ଅସୁସ୍ଥ ବ୍ୟକ୍ତିଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

Leave A Reply

Your email address will not be published.