କୋଇଲା ବୋଝେଇ ଟ୍ରେନରେ ନିଆଁ

0 136

ସୋର, ୮ା୩(ଏସଏସନିଉଜ) ତାଳଚେରରୁ ଆଦ୍ରା ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଯାଇଛି । ଟ୍ରେନର ୧୩ନଂ ବଗିରେ ନିଆଁ ଲାଗିଛି । ମାର୍କୋଣା ରେଳଷ୍ଟେସନରେ ଏହାଜଣାପଡିବାପରେ ଷ୍ଟେସନମାଷ୍ଟର ଟ୍ରେନଟିକୁ ଅଟକାଇଥିଲେ। ରେଳକର୍ମଚାରୀ ନିଆଁ ଲିଭାଇବାକୁ ଚେଷ୍ଟାକରି ସଫଳ ନହେବାରୁ ଖବରପାଇ ସୋର ଅଗ୍ନିଶମ ବାହିନୀ ୨ଟିଦମକଳ ଗାଡି ଆସି ପହଁଚିଛି ।

Leave A Reply

Your email address will not be published.