କୃଷକ ଆନ୍ଦୋଳନ ପ୍ରତ୍ୟାହୃତ

0 235

ଭୁୁବନେଶ୍ୱର,୯/୧୨(ଏସଏସନିୟୁଜ) ପ୍ରତ୍ୟାହୃତ ହୋଇଛି କୃଷକ ଆନ୍ଦୋଳନ । ଆନ୍ଦୋଳନରତ କୃଷକମାନେ ୧୧ରୁ ଘରକୁ ଫେରିବେ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା ପ୍ରେସମିଟରେ ଘୋଷଣା କରିଛି । ପ୍ରାୟ ଏକ ବର୍ଷ ଧରି ସରକାରଙ୍କ ତିନି କୃଷି ଆଇନକୁ ବିରୋଧ କରି ବସିଥିଲେ ଚାଷୀ । ଶୀତକାଳୀନ ଅଧିବେଶନରେ ତିନି କୃଷି ଆଇନ ପ୍ରତ୍ୟାହୃତ ହେବାପରେ କୃଷକ ଆନ୍ଦୋଳନର ପରିସମାପ୍ତ ଘଟିଛି ।

Leave A Reply

Your email address will not be published.