କୁଆଖାଇନଦୀରେ ଅଘଟଣ

ଭୁବନେଶ୍ୱର,୧୧ା୭(ଏସଏସନିଉଜ)ବାଲିଅନ୍ତାଥାନା ଧବଳହାରନିକଟ କୁଆଖାଇନଦୀକୁ ୮ଜଣସାଙ୍ଗ ଗାଧୋଇବାକୁ ଯାଇଥିବାବେଳେ ୪ ଜଣ ବୁଡିଯାଇଛନ୍ତି । ୪ଜଣଙ୍କ ମଧ୍ୟରୁ ୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଉଛନ୍ତି ଜାମସେଦପୁରର ଆର‌୍ୟ୍ୟନ ଏବଂ କଟକର ଅଭିନାଶ। ବାଲେଶ୍ୱରର ରୋହିତ ଓ କଟକର ପ୍ରତୀକ ନିଖୋଜ ଥିବାର ଜଣାପଡିଛି ।ଅଗ୍ନିଶମବାହିନୀ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରିବାପାଇଁ ଉଦ୍ୟମ ଜାରିରହିଥିବାର ଜଣାପଡିଛି ।

- Advertisement -

Leave A Reply

Your email address will not be published.