୫ରୁ ମା’ ସମଲେଶ୍ୱରୀଙ୍କ ପୀଠ ବନ୍ଦ

0 279

ଭୁବନେଶ୍ୱର,୪/୫(ସତ୍ୟସନ୍ଧାନଡେସ୍କ) ଲକଡାଉନକୁ ଓ କୋଭିଡ ସଂକ୍ରମଣ ଦୃଷ୍ଟିରେ ରଖି ମା’ ସମଲେଶ୍ୱରୀଙ୍କ ପୀଠ କୁ ମେ୫ରୁ ୧୯ ତାରିଖ ଯାଏଁ ବନ୍ଦ ରଖିଛି ମନ୍ଦିରଟ୍ରଷ୍ଟ । ଆସନ୍ତାକାଲିଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଭକ୍ତମାନେ ମା ଙ୍କ ଦର୍ଶନ କରିପାରିବେନାହିଁ ।ମନ୍ଦିର ରେ କେବଳ ମାଙ୍କ ନୀତିକାନ୍ତି କରାଯିବ ।ପୁର୍ବରୁ କୋଭିଡକଟକଣାରେ ଭକ୍ତମାନେ ମାଙ୍କ ଦର୍ଶନ କରିବାର ସୁଯୋଗ ପାଇଥିଲେ ।

 

Leave A Reply

Your email address will not be published.